Browsing Tag

koraput train accident

କୋରାପୁଟ ଜୟପୁର ରେଳରାସ୍ତା ମାନବର ଷ୍ଟେସନ ନିକଟରେ ଅଘଟଣ, ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ

କୋରାପୁଟ: ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ। କୋରାପୁଟ ଜୟପୁର ରେଳରାସ୍ତାର ମାନବର ଷ୍ଟେସନ ନିକଟରେ ଘଟିଛି ଏହି ଘଟଣା।ମୃତ ଯୁବକର ପରିଚୟ ମିଳିଛି। ଷ୍ଟେସନ ନିଜଟରେ ଅବସ୍ଥିତ ଗୌଡଗୁଡା ଗ୍ରାମର ଖୁଢି ଗୌଡ ବୋଲି ଜଣା ପଡିଛି। ଯୁବକର ମୁଣ୍ଡରୁ ଶରୀର ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି।…