ଦୁନିଆର ସବୁଠାରୁ ମହଙ୍ଗା ଲୁଣ, ମୂଲ୍ୟ ଜାଣିଲେ ଉଡିଯିବ ହୋସ୍
ରୋଷେଇ ଘରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ ହେଉଛି ‘ଲୁଣ’ । ଲୁଣ ବିନା ଆମର ଜୀବନକୁ କଳ୍ପନା କରିପାରିବା ନାହିଁ, ଆମର ଦୈନନ୍ଦିନ ଜୀବନରୁ ଲୁଣ ହଟାଇ ଦେଲେ ଆମେ ବଞ୍ଚିପାରିବା ନାହିଁ । କାହିଁକି ନା ଆମର ପ୍ରତ୍ୟେକଟି ଖାଇବାରେ ପ୍ରଥମେ ଲୁଣ ଖୋଜିଥାନ୍ତି । କାରଣ ଲୁଣ ଆମ ପାଇଁ ଅତ୍ୟନ୍ତ…