Browsing Tag

korean journalist

ଭୁବନେଶ୍ବର: ଶ୍ରେୟ ପାଇଁ ହୋଇଥିବା ଶ୍ରମ ବ୍ୟର୍ଥ ଗଲା, ଡ୍ରେନରେ ପଡ଼ି କୋରିଆ ହକି ଟିମର ସାମ୍ବାଦିକ ଆହତ

ଭୁବନେଶ୍ବର(କେନ୍ୟୁଜ୍): ବିଶ୍ବକପ୍ ହକି ପାଇଁ ରାଜ୍ୟ ସରକାର ବଡ଼ ଆୟାଜନ କରିଛନ୍ତି । ବିଦେଶୀ ଖେଳାଳି ଓ ସେମାନଙ୍କ ସହ ଆସିଥିବା ଟିମ୍ ଓଡିଶାରୁ କିପରି ଏକ ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ବ୍ୟାପକ ଆଡ଼ମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମ କରିଛନ୍ତି। ହେଲେ ଏହାରି ଭିତରେ ଏକ ଚକିତ କଲା ଭଳି…