Browsing Tag

kuala lumpur

ଟି-୨୦ ମ୍ୟାଚରେ ମାତ୍ର ୮ ରନ୍‌ କରି ଅଲଆଉଟ୍‌ ହେଲା ଟିମ୍‌, ୭ଟି ବଲ୍‌ରେ ମ୍ୟାଚ ହାତେଇଲା ବିପକ୍ଷ ଟିମ୍‌

ଟି-୨୦ ମ୍ୟାଚରେ କୌଣସି ଟିମ୍‌ ମାତ୍ର ୮ ରନ୍‌ କରି ଆଉଟ୍‌ ହୋଇଯିବା ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଏପରି ଘଟଣା ଦେଖିବାକୁ ମିଳିଛି ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଏସିଆ କ୍ୱାଲିଫାୟାରରେ। ୟୁଏଇ ଏବଂ ନେପାଳ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ସମୟରେ ଏହା ଦେଖିବାକୁ ମିଳିଛି।…

ଦୁଇଟି ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା, ୨୧୦ରୁ ଅଧିକ ଆହତ

ଦୁଇଟି ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ୨୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମାଲେସିଆର ରାଜଧାନୀ କ୍ଲାଲାଲାମପୁରରେ ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି । କିନ୍ତୁ ଏଥିରେ କାହାର ପ୍ରାଣହାନୀ ହୋଇନାହିଁ। ଏହି ଦୁର୍ଘଟଣାରେ ୧୬୬ଜଣ…

ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କଲା କ୍ୱାଲାଲମ୍ପୁର-ଭୁବନେଶ୍ୱର ବିମାନ

ଭୁବନେଶ୍ୱର: ଗତକାଲି ସନ୍ଧ୍ୟା ୬ଟା ୫୦ରେ କ୍ୱାଲାଲମ୍ପୁର-ଭୁବନେଶ୍ୱର ଏୟାର ଇଣ୍ଡିଆ ବିମାନ (ଏଆଇ୧୩୨୭) ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି। ୧୩୯ଜଣ ଯାତ୍ରୀଙ୍କୁ ନେଇ ଆସିଥିବା ଏହି ବିମାନର ୩୧ଜଣ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲେ। ଗତକାଲି…