Browsing Tag

kumara purnami

କୁମାରୀଙ୍କ ପର୍ବ କୁମାର ପୂର୍ଣ୍ଣମୀରେ କରୋନା ବି ଫିକା କରି ପାରିନାହିଁ ଉତ୍ସାହ

ପିପିଲି: ଆମ ଓଡିଆ ପରମ୍ପରାରେ ବାର ମାସରେ ପାଳନ ହୋଇଥାଏ ତେର ପର୍ବ। ଓଡ଼ିଶାରେ ପ୍ରତି ତିଥି ବାର ନକ୍ଷେତ୍ରକୁ ନେଇ କିଛି ନା କିଛି ପର୍ବ ପର୍ବାଣୀ ପାଳନ କରା ଯାଇଥାଏ । ସେଥି ମଧ୍ଯରୁ କୁମାରୀ ମାନଙ୍କ ପାଇଁ ଆଶ୍ୱିନ ମାସର ପୂଣ୍ଣିମା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନ କୁମାରୀ ଟିଏ…

ଆଜି କୁମାର ପୂର୍ଣ୍ଣମୀ, ସକାଳୁ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଆଞ୍ଜୁଳି ଟେକିଛନ୍ତି କୁମାରୀମାନେ

ଭୁବନେଶ୍ବର(କେନ୍ୟୁଜ୍): ଆଜି କୁମାର ପୂର୍ଣ୍ଣମୀ। ଭଲ ବରଟିଏ ପାଇଁ ଉପବାସ ରଖିଛନ୍ତି କୁମାରୀ। ସକାଳୁ ସକାଳୁ କୁମାରୀମାନେ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଆଞ୍ଜୁଳି ଟେକିଥିଲେ। ଡାଲାରେ ଖଇ, ବିଭିନ୍ନ ପ୍ରକାର ଫଳ, ନଡିଆ ଓ ଫୁଲ ରଖି ସୂର୍ଯ୍ୟ ପୂଜା କରିଥିଲେ। ସନ୍ଧ୍ୟାରେ ଚଉଁରା ମୂଳରେ ପୂଜା…