Browsing Tag

kuwait

କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ: ଶ୍ରମ ଶିବିର କ୍ୟାମ୍ପରେ ଓଡ଼ିଆ ଯୁବକଙ୍କ ସହ କଥା ହେଲେ ମୋଦି

୨ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁଏତର ମୀନା ଅବଦୁଲ୍ଲା ଅଞ୍ଚଳରେ ଏକ ଶ୍ରମ ଶିବିର ପରିଦର୍ଶନ କରିଛନ୍ତି ମୋଦି । ଯେଉଁଥିରେ ପାଖାପାଖି ୧୫୦୦ ଭାରତୀୟ ନାଗରିକ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଭାରତୀୟ ଶ୍ରମିକଙ୍କ ସହ ଆଲୋଚନା…

ଦୁଇ ଦିନିଆ କୁଏତ ଗସ୍ତରେ ମୋଦି: ଫୋକସରେ ପ୍ରତିରକ୍ଷା, ବାଣିଜ୍ୟ କାରବାର ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

କୁଏତ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦୁଇ ଦିନିଆ ଗସ୍ତ ଅବସରରେ ଫୋକସରେ ପ୍ରତିରକ୍ଷା ଓ ବାଣିଜ୍ୟିକ କାରବାର ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିବ । ଗଲଫ କଫ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ଭାରତୀୟ ସମୁଦାୟକୁ…

ଗଲ୍ଫ ଏୟାର ବିମାନରେ ବୈଷୟିକ ତ୍ରୁଟି, ୨୦ ଘଣ୍ଟା ହେଲା ଫସିଛନ୍ତି ଭାରତୀୟ ଯାତ୍ରୀ

କୁଏତ୍ ବିମାନବନ୍ଦରରେ ଫସିଛନ୍ତି ଅନେକ ଭାରତୀୟ ଯାତ୍ରୀ । ମୁମ୍ବାଇରୁ ମାଞ୍ଚେଷ୍ଟର ଯାଉଥିବା ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ପ୍ରାୟ ୨୦ ଘଣ୍ଟା ହେବ କୁଏତ୍ ବିମାନବନ୍ଦରରେ ଫସି ରହିଛନ୍ତି ଭାରତୀୟ ଯାତ୍ରୀ । ବିମାନ ଇଂଜିନରେ ନିଆଁ ଲାଗିଯିବାରୁ କୁଏତ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ…

କୁଏତରୁ ଭାରତକୁ ଆସୁଛି ୪୫ ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ 

ନୂଆଦିଲ୍ଲୀ ; କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ୪୫ ଭାରତୀୟଙ୍କ ମୃତଦେହ ଭାରତକୁ ଅଣାଯାଉଛି  ।  ଏଥିରେ ଦୁଇଜଣ ଓଡ଼ିଆ ଶ୍ରମିକ ଅଛନ୍ତି  । ମୃତକ ଦୁଇ ଓଡ଼ିଆ ହେଉଛନ୍ତି ସନ୍ତୋଷ ଗୌଡ଼ ଏବଂ ମହମ୍ମଦ ଜହୁର । ଜହୁରଙ୍କ ଘର କଟକ ଜିଲ୍ଲା ତିଗିରିଆରେ । ମୃତକଙ୍କ ପରିବାରରେ ଶୋକର ଛାୟା ଖେଳି…

କୁଏତ୍‌: ଶ୍ରମିକ ରହୁଥିବା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ; ୪୦ ଭାରତୀୟ ମୃତ, ୫୦ରୁ ଅଧିକ ଆହତ

କୁଏତ୍‌ର ଦକ୍ଷିଣ ସହର ମଙ୍ଗାଫ୍‌ରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ବିଲ୍ଡିଂରେ ନିଆଁ ଲାଗି ୪୦ ଭାରତୀୟଙ୍କ ମୃତ୍ୟୁ ହୋଇଛି । ବିଲ୍ଡିଂରେ ବହୁ ସଂଖ୍ୟାରେ ମାଲାୟାଲମ୍‌ ଲୋକ ରହୁଥିଲେ, ଯେଉଁମାନେ କି, ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ମୃତକମାନଙ୍କ ମଧ୍ୟରେ ୨ ଜଣ…

କରୋନା ସଙ୍କଟ ମଧ୍ୟରେ କ୍ୟାନ୍ସର ପୀଡିତା ଶିଶୁକନ୍ୟାକୁ କୁଏତରୁ ଆଣିଲା ବାୟୁସେନା, ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ସୂଚନା ଅନୁଯାୟୀ କୋଭିଡ -19 ସଙ୍କଟ ମଧ୍ୟରେ ବାୟୁସେନା ରବିବାର ଦିନ ମାନବୀୟ ମିଶନ ଦ୍ୱାରା କ୍ୟାନ୍ସର ସହ ସଂଘର୍ଷ କରୁଥିବା ଜଣେ ଛଅ ବର୍ଷର ବାଳିକା ଏବଂ ତାଙ୍କ ପିତାଙ୍କୁ କୁଏତରୁ ଆଣିଛି । ଉକ୍ତ ଶିଶୁଟିର ଜରୁରୀକାଳୀନ ଅସ୍ତ୍ରୋପଚାର…