Browsing Tag

Labor day

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍ ପୋର୍ଟାଲ ଲୋକାର୍ପିତ କଲେ ଶ୍ରମ ମନ୍ତ୍ରୀ , ଦେଲେ ୨୬୬୦ କୋଟି…

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ । ସମାରୋହକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ୩୫ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ବୋର୍ଡ ଅଧିନରେ ପଞ୍ଜିକୃତ କରାଯାଇଛି । ଏଥିରେ ୨୬୬୦ କୋଟି ଟଙ୍କା ସହାୟତା ପ୍ରଦାନ…

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ। ବିଶ୍ୱର ଶତାଧିକ ରାଷ୍ଟ୍ରରେ ପ୍ରତିବର୍ଷ ମେ ୧ ତାରିଖକୁ ମେ ଡେ ବା ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ଶ୍ରମିକ ମାନଙ୍କ ଅଧିକାର ସାବ୍ୟସ୍ତ ପାଇଁ ଏହି ଦିବସ ପାଳନ କରାଯାଉଛି। ୧୯୨୩ରେ ଲେବର କିସାନ୍‌ ପାର୍ଟି ଅଫ୍‌ ହିନ୍ଦୁସ୍ତାନ ପକ୍ଷରୁ…