Below header

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ। ବିଶ୍ୱର ଶତାଧିକ ରାଷ୍ଟ୍ରରେ ପ୍ରତିବର୍ଷ ମେ ୧ ତାରିଖକୁ ମେ ଡେ ବା ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ଶ୍ରମିକ ମାନଙ୍କ ଅଧିକାର ସାବ୍ୟସ୍ତ ପାଇଁ ଏହି ଦିବସ ପାଳନ କରାଯାଉଛି। ୧୯୨୩ରେ ଲେବର କିସାନ୍‌ ପାର୍ଟି ଅଫ୍‌ ହିନ୍ଦୁସ୍ତାନ ପକ୍ଷରୁ ଆମ ଦେଶରେ ପ୍ରଥମ ଥର ଏହି ଦିବସ ମାଡ୍ରାସରେ ପାଳିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.