Below header
Browsing Tag

labour rescued

ତେଲେଙ୍ଗାନାରେ ଫସିଛନ୍ତି ଦାଦନ ଶ୍ରମିକ, ସେଠାରୁ ମୁକ୍ତି ପାଇଁ ଜାରି କଲେ ଭିଡିଓ

ବଲାଙ୍ଗିର(କେନ୍ୟୁଜ): ତେଲେଙ୍ଗାନାରେ ଫସିଛନ୍ତି ଦାଦନ ଶ୍ରମିକ । ଟିଟିଲାଗଡ ବ୍ଲକ ସିକେର ଓ ବଡବନ୍ଧ ଗାଁର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଶ୍ରମିକ ତେଲେଙ୍ଗାନାର ଏକ ଇଟାଭାଟିରେ ଫସି ରହିଛନ୍ତି । ଇଟାଭାଟି ମାଲିକଙ୍କ ନିର୍ଯ୍ୟାତନା ପରେ ସେଠାରୁ ମୁକ୍ତି ପାଇଁ ଏକ ଭିଡିଓ କରି ଜିଲ୍ଲାପାଳଙ୍କୁ…

କଣ୍ଟାବାଞ୍ଝି ରେଲୱେ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର

କଣ୍ଟାବାଞ୍ଝି(କେନ୍ଯୁଜ୍): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ରେଲୱେ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଝି ପୋଲିସ l ଦାଦନ ଶ୍ରମିକ ମାନେ ଲାଠୋର ଥାନା ଓ ପାଟଣାଗଡ଼ ଥାନା ଅଞ୍ଚଳ ର ବିଛିଲିବାହାଲ ଓ ଯୋଗୀମୁଣ୍ଡା ଗାଁର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୪…

ଭଦ୍ରକ ୧୬ନଂ ଜାତୀୟ ରାଜପଥ ଆରଡି ଛକ ନିକଟରୁ ୬୦ ଶ୍ରମିକ ଉଦ୍ଧାର, ଯାଉଥିବା ଗାଡିକୁ ୧୦ହଜାର ଟଙ୍କା ଫାଇନ୍

ଭଦ୍ରକ: ଭଦ୍ରକରେ ୬୦ ଶ୍ରମିକ ଉଦ୍ଧାର । ୧୬ନଂ ଜାତୀୟ ରାଜପଥ ଆରଡି ଛକ ନିକଟରେ ଏକ ଟ୍ରଲରରେ ୬୦ଜଣ ଶ୍ରମିକ ଖୋର୍ଦ୍ଧାରୁ ଝାଡଖଣ୍ଡ ଯାଉଥିଲେ । ଏହି ସମୟରେ ଭଦ୍ରକ ସହରାଞ୍ଚଳ ପୋଲିସ,ଜିଲ୍ଲା ପ୍ରଶାସନ ଓ ଆରଟିଓ କର୍ମଚାରୀ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଗାଡିକୁ ୧୦ହଜାର ଟଙ୍କା…

ହାଇଦ୍ରାବାଦ୍‌ ଚାଲାଣ ହେଉଥିବା ଗୋଟିଏ ପରିବାରର ୧୦ ଜଣଙ୍କୁ ଉଦ୍ଧାର କଲା ଟିଟିଲାଗଡ଼ ଜିଆରପି ପୋଲିସ୍, ୩ଦଲାଲ ଗିରଫ

ଟିଟିଲାଗଡ଼: ହାଇଦ୍ରାବାଦ୍‌ ଚାଲାଣ ହେଉଥିବା ଗୋଟିଏ ପରିବାରର ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଟିଟିଲାଗଡ଼ ଜିଆରପି ପୋଲିସ ଏହି ୧୦ ଜଣଙ୍କୁ ଉଦ୍ଧାର କରିଛି। ଶ୍ରମିକମାନେ ପାଟଣାଗଡ଼ ବଣେମୁଡା ଗାଁର ବୋଲି ଜଣା ପଡିଛି। କଣ୍ଟାବାଞ୍ଜି ରେଳ ଷ୍ଟେସନରୁ କୁରଳା-ବିଶାଖପାଟଣା ଲିଙ୍କ ଏକ୍ସପ୍ରେସରେ…

ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଆଉ ୭ ଦାଦନ ଶ୍ରମିକ

ଆନ୍ଧ୍ରପ୍ରଦେଶ(କେନ୍ୟୁଜ୍) : ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଆଉ ୭ଜଣ ଦାଦନ ଶ୍ରମିକ। ଫଶି ରହିଥିବା ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ସୁନ୍ଦରଗଡ଼ ହେମଗିରି ବ୍ଲକ ଭୁର୍ତା ଅଂଚଳର। ୧୧ ଜଣ ଶ୍ରମିକ ଇଟାଭାଟିରେ କାମ କରିବାକୁ ଯାଇଥିଲେ ବିଜୟନଗରମ୍‌।…