ଭଦ୍ରକ ୧୬ନଂ ଜାତୀୟ ରାଜପଥ ଆରଡି ଛକ ନିକଟରୁ ୬୦ ଶ୍ରମିକ ଉଦ୍ଧାର, ଯାଉଥିବା ଗାଡିକୁ ୧୦ହଜାର ଟଙ୍କା ଫାଇନ୍

ଭଦ୍ରକ: ଭଦ୍ରକରେ ୬୦ ଶ୍ରମିକ ଉଦ୍ଧାର । ୧୬ନଂ ଜାତୀୟ ରାଜପଥ ଆରଡି ଛକ ନିକଟରେ ଏକ ଟ୍ରଲରରେ ୬୦ଜଣ ଶ୍ରମିକ ଖୋର୍ଦ୍ଧାରୁ ଝାଡଖଣ୍ଡ ଯାଉଥିଲେ । ଏହି ସମୟରେ ଭଦ୍ରକ ସହରାଞ୍ଚଳ ପୋଲିସ,ଜିଲ୍ଲା ପ୍ରଶାସନ ଓ ଆରଟିଓ କର୍ମଚାରୀ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଗାଡିକୁ ୧୦ହଜାର ଟଙ୍କା ଫାଇନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.