Below header
Browsing Tag

lack of rain fall

ଦୁର୍ବଳ ହେଉଛି ମୌସୁମୀ: ନିଅଣ୍ଟିଆ ବର୍ଷା ଯୋଗୁ ଚିନ୍ତାରେ ଚାଷୀ, ମରୁଡ଼ି ସମ୍ଭାବନା

(କେନ୍ୟୁଜ): ରାଜ୍ୟର ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ଫଳରେ ଅଧିକାଂଶ ଜିଲ୍ଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି। ମୌସୁମୀ ୪ ମାସରୁ ୩ ମାସ ଶେଷ ହେବାକୁ ବସିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାଣ ବର୍ଷାର ଅଭାବ ଚାଷୀଙ୍କ ଚିନ୍ତା ବଢାଇଛି। ୩ ମାସ ମଧ୍ୟରେ ଯେଉଁ ବର୍ଷା ହୋଇଛି , ତାହା ଚାଷ…

ବଲାଙ୍ଗିର: ବର୍ଷା ଅଭାବରୁ ଉଜୁଡିଲାଣି ଚାଷ, ମୁଣ୍ଡରେ ହାତ ଦେଇ ବସିଛି ବାଲସଦା ଗାଁର ଚାଷୀ

ଆଷାଢ ଯାଇ ଶ୍ରାବଣ ହେଲା, ହେଲେ ବର୍ଷାର ଦେଖା ମିଳିଲାନି । ଏଭଳି ପରିସ୍ଥିତିର ଚାଷୀ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଗତବର୍ଷ ପରି ଏବର୍ଷ ମଧ୍ୟ ମରୁଡିର ଆଶଙ୍କା ଦେଖାଗଲାଣି । ବଲାଙ୍ଗିର ଜିଲ୍ଲା ଧାମନଡଙ୍ଗା ପଞ୍ଚାୟତ ବାଲସଦା ଗାଁରେ ଏଭଳି ସମସ୍ୟା ଦେଖାଦେଇଛି । ତେଣୁ ଆଗକୁ ଚାଷୀମାନେ…