Browsing Tag

laco badra

୩ବର୍ଷ ପୂର୍ବେ ଦେଇଥିବା କଥା ରଖିଲେ ଝାଡଖଣ୍ଡ ରାଜ୍ୟପାଳ, ଲାକୋ ବଦରାଙ୍କ ପ୍ରତିମୂର୍ତ୍ତି କଲେ ଉନ୍ମୋଚନ

ମୟୁରଭଂଜ: କଥା ରଖିଲେ ଝାଡଖଣ୍ଡ ରାଜ୍ୟପାଳ । ଝାଡଖଣ୍ଡ ରାଜ୍ୟପାଳ ମହାମହିମ ଦ୍ରୌପଦୀ ମୁର୍ମୁ ମୟୁରଭଂଜ ଜିଲ୍ଲା ବିଶୋଇ ବ୍ଲକର ମଣଦା ଅଞ୍ଚଳକୁ ୩ବର୍ଷ ପୂର୍ବେ ଗସ୍ତ କରିଥିବା ବେଳେ ହୋ ସମାଜର ଲୋକଙ୍କୁ ମଣଦା ଠାରେ ଲାକୋ ବଦରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପ୍ରତିଶୃତି ଦେଇଥିଲେ।…