Browsing Tag

Lamborghini car

କୁନି ପୁଅର ଜିଦ୍ଦି ଭାଙ୍ଗିପାରିଲାନି ବାପା, କାଠରେ ତିଆରି କଲେ ବିଳାସପୂର୍ଣ୍ଣ କାର

ଅବୁଝା ପୁଅର ଜିଦକୁ ପୂରା କଲେ ବାପା। ପୁଅର ଜିଦ୍‌ ପାଇଁ ବାପା ବନାଇଦେଲେ ୨୭ କୋଟିର ଲାମ୍ବରଗିନି କାର। ଏହି କାର ଏବେ ସୋସିଆଲ ମିଡିଆରେ ଖୁବ ଜୋର ସୋରରେ ଭାଇରାଲ ହେଉଛି। କୁନି ପୁଅ ପାଇଁ ବାପା ତିଆରି କଲେ ଲାମ୍ବୋରଗିନି କାର। କାଠରେ ତିଆରି ଏହି କାରକୁ ଦେଖିବାକୁ ଖୁବ୍‌ ସୁନ୍ଦର ଲାଗୁଛି…