Browsing Tag

land sliding amid corona

କରୋନା ମହାମାରୀ ଭିତରେ ଲୋକଙ୍କ ପ୍ରାଣ ନେଲା ଭୂସ୍ଖଳନ, ୨୦ ମୃତ ଅନେକ ଆହତ

କରୋନା ମହାମାରୀ ଭିତରେ ଆସାମରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଏଠାରେ ଭୂସ୍ଖଳନ ହେବା କାରଣରୁ ପ୍ରାୟ ୨୦ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଅସାମର ବାରାକ ଉପତ୍ୟକା ଅଞ୍ଚଳର ତିନୋଟି ଭିନ୍ନ ଭିନ୍ନ ଜିଲ୍ଲାରୁ ଥିବା ଜଣାପଡିଛି।…