ଆପଣଙ୍କ ଲାପଟପ୍ ବି ଓଭରହିଟ୍ ହେଉଛି କି? ଫଲୋ କରନ୍ତୁ ଏହିସବୁ ଷ୍ଟେପ୍ସ
ଆପଣଙ୍କ ଲାପଟପ ବି ସବୁବେଳେ ଗରମ ହେଉଛି କି? ତେବେ ହୋଇଯାନ୍ତୁ ସାବଧାନ କାରଣ ଲାପଟପ୍ ଅତ୍ୟଧିକ ଗରମ ହେବା ଆପଣଙ୍କ ଡିଭାଇସ୍ ପାଇଁ ଅତ୍ୟନ୍ତ ବିପଜ୍ଜନକ ପ୍ରମାଣିତ ହୋଇପାରେ । ଅଫିସ୍ ହେଉ କିମ୍ବା ପିଲାମାନଙ୍କ ସ୍କୁଲ୍ ହୋମୱାର୍କ ହେଉ ସମସ୍ତ କାର୍ଯ୍ୟ ପାଇଁ ଲାପଟପ୍ ଆବଶ୍ୟକ । ତେଣୁ ଆଜିକାଲି…