Browsing Tag

largest momos

ଖାଇ ପାରିବେକି ଦୁଇ କିଲୋ ଓଜନର ସୁନା ମୋମୋ ! ଏବେ ବଜାରରେ ମିିଳୁଛି

ଆପଣ କେବେ ଭାବିଥିଲେକି ଦିନେ ବଜାରରେ ୨ କିଲୋଗ୍ରାମ ଓଜନର ମୋମୋ ମିଳିବ ବୋଲି କି ? ଆଉ ସେ ପୁଣି ସୁନା ପ୍ଲେଟରେ ସଜାଯାଇଥିବା । କେବେ ଏମିତି ଚିନ୍ତା କରିନାହାନ୍ତି ନା । କିନ୍ତୁ ଠିକ ଏମିତି ହିଁ ଏକ ଘଟଣା ଘଟିଛି । ମୁମ୍ବଈ ସ୍ଥିତ ଏକ କାଫେ ହିଁ ଏମିତି ଏକ ଅଦ୍ଭୁତ କାରସାଦି କରି ଦେଖେଇଛି…