Browsing Tag

lasith malinga announces retirement

କ୍ରିକେଟକୁ ଅବସର ଘୋଷଣା କଲେ ଲସିଥ୍‌ ମାଲିଙ୍ଗା

ନୂଆଦିଲ୍ଲୀ : କ୍ରିକେଟକୁ ଅଲବିଦା କଲେ ମାଲିଙ୍ଗା। ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେଲେ ଶ୍ରୀଲଙ୍କାର ପ୍ରସିଦ୍ଧ ପେସ୍ ବୋଲର ଲସିଥ୍ ମଲିଙ୍ଗା| କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ମାଲିଙ୍ଗା | ଏହା ପୂର୍ବରୁ ସେ ଆଇପିଏଲ କ୍ରିକେଟ ଟିମରୁ ସନ୍ୟାସ ଘୋଷଣା କରିଥିଲେ। ୩୭…