Below header
Browsing Tag

lata mangeshkar dead

ମୋ ପିତାମାତାଙ୍କର ଆଶୀର୍ବାଦ ଏବଂ ଶ୍ରୋତାମାନଙ୍କର ସ୍ନେହ ହିଁ ମତେ ତିଷ୍ଠି ରହିବାରେ ସହାୟକ ହୋଇଥିଲା

ଆଜି ଚିରନିଦ୍ରାରେ ଶୋଇପଡିଲେ ଲତା ମଙ୍ଗେସକର। ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ନୀରବି ଗଲେ ସ୍ୱର ସାମ୍ରାଜ୍ଞୀ। ତାଙ୍କ ବିୟୋଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ତାଙ୍କ ପାଇଁ ୨ ଦିନିଆ ରାଷ୍ଟ୍ରୀୟ ଶୋକ ସହିତ ଜାତୀୟ ପତାକା ଅର୍ଦ୍ଧନିର୍ମିତ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା…

ରତ୍ନ ହରାଇଲା ଭାରତ, ଲତା ମଙ୍ଗେସକରଙ୍କୁ ମିଳିଥିଲା ଏହିସବୁ ସମ୍ମାନ

ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଲତା ମଙ୍ଗେସକରଙ୍କର ପରଲୋକ ହୋଇଛି। ୯୨ ବର୍ଷରେ ମୃତ୍ୟୁ ବରଣ କରିଛନ୍ତି ଲତା। ଆଜି ସକାଳ ୮ଟା ୧୨ ମିନିଟରେ ପରଲୋକ ହୋଇଛି। ତାଙ୍କ ମୃତ୍ୟୁରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ…

ଲତାଙ୍କ ପରଲୋକରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ, ବିଶିଷ୍ଟ ରାଜନୈତିକ ବ୍ୟକ୍ତି ଜଣାଇଲେ ଶୋକ

୯୨ ବର୍ଷ ବୟସରେ ନୀରବୀ ଗଲେ ଲତା ମଙ୍ଗେସକର। ଲତାଙ୍କ ପରଲୋକ ଖବର ଶୁଣିବା ପରେ ସମଗ୍ର ଭାରତବାସୀ ଆଜି ସ୍ତବ୍ଧ ହୋଇଯାଇଛନ୍ତି। ତାଙ୍କ ମୃତ୍ୟୁରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ଏହା ସହିତ ୨ ଦିନ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ଘୋଷଣା ରହିଛି। ତାଙ୍କ ମୃତ୍ୟୁରେ…

୧୩ ବର୍ଷରୁ ପରିବାରର ବୋଝ ବୁହାଇ ଅବିବାହିତ ରହିଥିଲେ ଲତା, ଭାଇ ଭଉଣୀଙ୍କୁ କରିଥିଲେ ପ୍ରତିଷ୍ଠିତ

କେନ୍ୟୁଜ୍(ବ୍ୟୁରୋ):  ଚାଲିଗଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ପରଦିନ ୯୨ ବର୍ଷ ବୟସରେ ସେ ଇହ ଲୀଳା ତ୍ୟାଗ କରି ପରଲୋକଗତ ହୋଇଛନ୍ତି । ସତେ ଯେପରି ସେ ମିଶି ଯାଇଛନ୍ତି ସେହି କଳାର ଦେବୀ ମା’ ସରସ୍ୱତୀଙ୍କ ଭିତରେ । ତାଙ୍କର ଜୀବନ ବ୍ୟାପୀ ସଂଗୀତ…