Below header
Browsing Tag

latrine work

ପାଇଖାନା ନିର୍ମାଣରେ ଅନିୟମିତତା ଅଭିଯୋଗ, ନିମ୍ନମାନର କାମକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ

ଖୋର୍ଦ୍ଧା (କେନ୍ୟୁଜ୍) : ପାଇଖାନା ନିର୍ମାଣରେ ଅନିୟମିତତା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ବଳାଙ୍ଗ ପଞ୍ଚାୟତର ମୁକୁନ୍ଦପୁର ଗାଁରେ ତିଆରି ପାଇଖାନାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଠିକାଦାର ହିତାଧୀକାରୀଙ୍କୁ ନପଚାରି ସେମାନଙ୍କ ସ୍ଥାନରେ ପାଇଖାନା ନିର୍ମାଣ କରିଥିବା ଗାଁଲୋକେ…