Lava ଲଞ୍ଚ କରିଛି ଆଉ ଏକ ଶସ୍ତା 4G ସ୍ମାର୍ଟଫୋନ୍, ରହିଛି ଜବରଦସ୍ତ ବ୍ୟାଟେରୀ
ଦେଶୀ ବ୍ରାଣ୍ଡ Lava ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । Lava ର ଏହି ସ୍ମାର୍ଟଫୋନ୍ ୬,୦୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଆସିଥାଏ । ଏଥିରେ ୫,୦୦୦ mAh ର ବ୍ୟାଟେରୀ ସହିତ ଅନେକ ଦମଦାର୍ ଫିଚର୍ସ ଦିଆଯାଇଛି । ଚାଇନିଜ୍ କମ୍ପାନୀଗୁଡିକ ସହିତ ଟକ୍କର ଦେଉଥିବା ଏହି ଫୋନ୍ କେବଳ ଗୋଟିଏ…