ଛୋଟବେଳୁ ହରାଇଛନ୍ତି ଦୁଇଟି ଯାକ ଗୋଡ଼, ତଥାପି ର୍ୟାମ୍ପରେ ଚାଲି ଇତିହାସ ସୃଷ୍ଟି କଲେ ଏହି ବାଳିକା
ଦୁଇଟି ଯାକ ଗୋଡ଼ ହରାଇଥିବା ଜଣେ ୯ ବର୍ଷୀୟା ବାଳିକା ନ୍ୟୁୟର୍କ ଫ୍ୟାଶନ ଓ୍ଵିକ୍ରେ ର୍ୟାମ୍ପରେ ଚାଲି ଇତିହାସ ସୃଷ୍ଟି କରିଛନ୍ତି। ଡେଜି ଡିମେଟ୍ରି ନାମ୍ନୀ ଏହି ବାଳିକା ପିଲାବେଳେ ଏକ ଗମ୍ଭୀର ରୋଗରେ ପୀଡ଼ିତ ଥିବାରୁ ତାଙ୍କର ଦୁଇଟି ଗୋଡ଼କୁ କାଟିବାକୁ ପଡ଼ିଥିଲା। ଏହି କୁନି ମଡେଲ ଜଣକ ଚଳିତ…