ହିମାଚଳରେ ତୁଷାରପାତ, ମନାଲି-ଲେହ ରାଜପଥ ବନ୍ଦ; ଫସିଥିବା ଲୋକଙ୍କୁ କେଲାଙ୍ଗରେ ଅଟକି ରହିବାକୁ ପରାମର୍ଶ
ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। କେତେକ ଜିଲ୍ଲାରେ ବର୍ଷା ହେତୁ ଯାତାୟାତ ବନ୍ଦ ହେବା କଥା ମଧ୍ୟ ସାମ୍ନାକୁ ଆସିଛି। ଲାହୋଲ ଏବଂ ଚମ୍ବା ଜିଲ୍ଲାରେ ସତେଜ ତୁଷାରପାତ ଦେଖାଯାଇଛି। ଚମ୍ବାରେ ମଧ୍ୟ ସମାନ ଦୃଶ୍ୟ ରହିଛି। ଏଠାରେ ପାଗରେ ପରିବର୍ତ୍ତନ ଯୋଗୁ…