LIC ଜାନୁଆରୀରୁ ବନ୍ଦ କରିବାକୁ ଯାଉଛି ଜୀବନ ଆନନ୍ଦ ସମେତ ଏହି ୨୩ ପ୍ଲାନ, ବଢ଼ିପାରେ ପ୍ରିମିୟମ
ବହୁତ ଜଲଦି LIC ନିଜର ଦୁଇ ଦର୍ଜନ ପ୍ଲାନକୁ ବନ୍ଦ କରିବାକୁ ଯାଉଛି। ଏହି ସବୁ ପ୍ଲାନ ମଧ୍ୟରେ ରହିଛି , ଜୀବନ ଉମଙ୍ଗ, ଜୀବନ ଲକ୍ଷ୍ୟ ଭଳି ଲୋକପ୍ରିୟ ପ୍ଲାନ ମଧ୍ୟ ସାମିଲ ଅଛି। ଖବର ଅନୁଯାୟୀ ଇନସୁରାନ୍ସ ରେଗୁଲେଟୋରୀ ବଡିର ଦିଶା ନିର୍ଦ୍ଦେଶକୁ ପାଳନ କରିବା ଉଦ୍ଦେଶ୍ୟରେ ଏହି ଯୋଜନାକୁ ୧…