LIC HFL ରେ ଆସିଷ୍ଟାଣ୍ଟ ପଦବୀ ପାଇଁ ଭର୍ତ୍ତି, ତୁରନ୍ତ କରନ୍ତୁ ଆବେଦନ
LIC ହାଉସିଂ ଫାଇନାନ୍ସ ଲିମିଟେଡ ପକ୍ଷରୁ ଜୁନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଜୁଲାଇ ୨୫ ତାରିଖରୁ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ :
ଜୁନିଅର ଆସିଷ୍ଟାଣ୍ଟ :…