ଆକାଶରୁ ଖସିଲା ମୃତ୍ୟୁ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଗଲା ୧୩ ଜୀବନ
ଭୁବନେଶ୍ୱର : ଆକାଶରୁ ଖସିଲା ମୃତ୍ୟୁ । ଗତକାଲି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଗଲା ୧୩ ଜୀବନ । କୋରାପୁଟ ଜିଲ୍ଲାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ, ଢେଙ୍କାନାଳ ଓ ଯାଜପୁରରେ ୨ଜଣଙ୍କ ଲେଖାଏଁଙ୍କ ଜୀବନ ଯାଇଛି । ସେହିପରି ବାଲେଶ୍ବର, ଗଜପତି ଓ ନବରଙ୍ଗପୁର…