Below header
Browsing Tag

lingaraj mahostav

ଚତୁର୍ମାସରେ ରାଜ୍ୟ ଭାର ସମ୍ଭାଳନ୍ତି ପର୍ଶୁରାମେଶ୍ଵର

ଓଡିଶା ପରମ୍ପରା ପୂଜାରୀ, ତେବେ ଏହି ପରମ୍ପରାର କୁ ଆଖିରେ ରଖି ଵାରମାସରେ ତେର ପରବ ପାଳନ କରାଯାଇଥାଏ। ତେବେ ଲିଙ୍ଗରାଜ ମହାପ୍ରଭୁଙ୍କ ଏମିତି ଅନେକ ଯାନୀ ଯାତ, ଉତ୍ସବ ପାଳନ କରାଯାଇଥାଏ। ତା ଭିତରୁ ପର୍ଶୁରାମ ଅଷ୍ଟମୀ ଅନ୍ୟତମ। ପର୍ଶୁରାମ ଅଷ୍ଟମୀ ହେଉଛି ପର୍ଶୁରାମ ଙ୍କ ଜନ୍ମ ତିଥି କିନ୍ତୁ…

୨୯ ତାରିଖରୁ ଲିଙ୍ଗରାଜ ମହୋତ୍ସବ, ୬ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

କେନ୍ୟୁଜ୍(ବ୍ୟୁରୋ): ମହାପ୍ରଭୁଙ୍କ ଋକୁଣା ରଥ ଅବସରରେ ଆସନ୍ତା ୨୯ ତାରିଖରୁ ଲିଙ୍ଗରାଜ ମହୋତ୍ସବ । ୨୯ ରୁ ଏପ୍ରିଲ୍ ୩ ପର୍ଯ୍ୟନ୍ତ ଏକାମ୍ର ସାଂସ୍କୃତିକ ପ୍ରକାଶନ ଆନୁକୁଲ୍ୟେରେ ୬ଦିନ ଧରି ଚାଲିବ । ଚଳିତ ବର୍ଷ ଏଥିର ୭୦୦ ରୁ ଅଧିକ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୧୩ ବର୍ଷ ଧରି…