Below header
Browsing Tag

lion enclosure

ଦିଲ୍ଲୀ: ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ପଶିଗଲେ ସିଂହ ଏନକ୍ଲୋଜର ଭିତରେ, କଣ ହେଲା ଦେଖନ୍ତୁ ଭିଡିଓ

ଦିଲ୍ଲୀ:  ଦିଲ୍ଲୀ ଚିଡ଼ିଆଖାନାରେ ଅଭାବନୀୟ ଦୃଶ୍ୟ। ସିଂହ ଦେଖିବାକୁ ଯାଇ ଏନକ୍ଲୋଜର ଭିତରକୁ ପଶିଗଲେ ଯୁବକ। ଯୁବକ ଜଣକ ବାଡ଼ ଡେଇଁ ସିଂହ ଖୁଆଡ଼କୁ ପଶିଯାଇଥିଲେ। ପାଖରେ ଥିବା ଲୋକମାନେ କିଛି ବୁଝିବା ପୂର୍ବରୁ ସେ ଖୁଆଡ଼ ଭିତରକୁ ପଶିଯାଇଥିଲେ। ସିଂହ ପାଖରେ ସେ ବସିରହିଥିବାର ସମସ୍ତେ ଦେଖୁଥିଲେ…