Browsing Tag

lioness attacked a man

ମଜା କରୁ କରୁ ସଜା : ବ୍ୟକ୍ତିଙ୍କ ହାତକୁ ଦାନ୍ତରେ ଜାବୁଡି ଧରିଲା ସିଂହୀ, ଭିଡିଓ ହେଲା ଭାଇରାଲ

ସୋସିଆଲ ମିଡିଆରେ ଏକ ଏମିତି ଲୋମହର୍ଷଣକାରୀ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛି । ଜଣେ ବ୍ୟକ୍ତି ସିଂହ ବାଡ ଭିତରେ ହାତ ପୁରାଇ ସିଂହ ଶରୀରକୁ ଆଉଁସୁ ଥିବାବେଳେ,ସିଂହ ମଧ୍ଯ ବହୁତ ଆରାମ ସହକାରେ ଏହାର ମଜା ନେଉଥିଲା ।କିନ୍ତୁ ସେହି ସମୟରେ ହଠାତ୍ ଏକ ସିଂହୀ…