Browsing Tag

lions are dying of starvation

ଏଠାରେ ଭୋକରେ ମରୁଛନ୍ତି ସିଂହ, କୁପୋଷଣର ଶିକାର ହୋଇଥିବା ସିଂହକୁ ମଧ୍ୟ ଚିହ୍ନିବା ମୁସ୍କିଲ

ଯାହାର ଚିତ୍କାରରେ ସାରା ଜଙ୍ଗଲ ଥରିଉଠେ । ଯାହାକୁ ଦେଖିବା ମାତ୍ରେ ମଣିଷଠୁ ପଶୁ ପର୍ଯ୍ୟନ୍ତ ଭୟରେ ଥରି ଉଠନ୍ତି ଆଜି ସେହି ସିଂହ କୁପୋଷଣର ଶିକାର । ଆଜ୍ଞା ହଁ ସୁଡେନର ଅଲ-କୁରେସି ପାର୍କରେ ରହୁଥିବା ଆଫ୍ରିକୀୟ ସିଂହ ଗୁଡିକର ସ୍ଥିତି ଏତେ ଖରାପ ଯେ ଏମାନଙ୍କୁ ଆପଣ ଚିହ୍ନି ପାରିବେ ନାହିଁ ।…