Browsing Tag

lisa hydon

ତୃତୀୟ ଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ସେୟାର କଲେ ଇମୋସନାଲ ଭିଡିଓ

ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅଭିନେତ୍ରୀ ଲିସା ହେଡେନ ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ତୃତୀୟ ଥର ପାଇଁ ମା’ ହେବାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଇମୋସନାଲ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓ କ୍ଯାପସନରେ ଲିସା ଡେଲିଭରୀ ତାରିଖ ମଧ୍ୟ କହିଛନ୍ତି। ସମ୍ଭବତଃ ଜୁନ…