Browsing Tag

live coanch

ଶ୍ରୀକ୍ଷେତ୍ରରେ ଦେଖାଗଲା ଜୀବନ୍ତ ଶଙ୍ଖ, ପୋଖରୀରେ ଛାଡ଼ାଗଲା

ପୁରୀ(କେନ୍ୟୁଜ୍):ପୁରୀ ସହରରେ ଦେଖିବାକୁ ମିଳିଛି ଜୀବନ୍ତ ଶଙ୍ଖ। ପୌରପାଳିକା ନରେନ୍ଦ୍ରକୋଣ ବାରବାଟୀ ଅଞ୍ଚଳରେ ଦୁଇଟି ଜୀବନ୍ତ ଶଙ୍ଖ ମିଳିଛି। ଅଭିନେତା ତଥା ମାଳଖମ୍ବ ଆସୋସିଏସନ୍‌ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି ଗତକାଲି ନିଜ ଘରକୁ ଫେରୁଥିବା ବେଳେ ଅନ୍ଧାରରେ ଦୁଇଟି ଜୀବ ଚାଲୁଥିବା…