Below header
Browsing Tag

lock down effect

ବୃତ୍ତି ନାହିଁ କି ରୋଜଗାର ନାହିଁ: କରୋନା ଭୟରେ ଭାଗ୍ୟକୁ ଆଦରି ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି କୁମ୍ଭାର ପରିବାର

ମାଲକାନଗିରି : ବୃତ୍ତି ନାହିଁ କି ରୋଜଗାର ବି ନାହିଁ ।  ପରିବାର ଚଳିବ କେମିତି । କରୋନା ଭୟରେ ଭାଗ୍ୟକୁ ଆଦରି ଅସହାୟ ଅବସ୍ଥାରେ କେତେ ଯେ ଅସହାୟ ଲୋକ ଜୀବନ ବିତାଉଛନ୍ତି ତାର ହିସାବ ନାହିଁ । କରୋନା ଲକଡାଉନ ସମସ୍ତଙ୍କ ହାତ ବାନ୍ଦିଦେଇଛି । କିଏ କୌଣସି କାମଧନ୍ଦା କରିବା ଏବେ…

ଆନ୍ଧ୍ର ପ୍ରଦେଶରୁ ଡଙ୍ଗାରେ ପୁରୀ ପଳାଇ ଆସିଲେ ୨୫ ମତ୍ସ୍ୟଜୀବୀ

ପୁରୀ: ସମୁଦ୍ର ପଥରେ ଫେରିଲେ ପ୍ରବାସୀ। ଜଳପଥରେ ବିଶାଖାପାଟଣାରୁ ଡଙ୍ଗା ସାହାଯ୍ୟରେ ଫେରିଲେ ୨୫ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରେ ଚନ୍ଦ୍ରଭାଗାର ୧୦ଜଣ ପୁରୀର ୬ଜଣ ମତ୍ସ୍ୟଜୀବୀ ଅଛନ୍ତି। ଆଉ କିଛି ମତ୍ସ୍ୟଜୀବୀ ବିଭିନ୍ନ ସ୍ଥାନରେ ଓହ୍ଲାଇ ପଡିଛନ୍ତି। ଚନ୍ଦ୍ରଭାଗା ଉପକୂଳରେ ପୋଲିସ…

ଲକ୍ ଡାଉନ ଯୋଗୁ ହତାଶ ହୋଇ ଜୀବନ ହାରିଲେ ଯୁବକ

ଯାଜପୁର ଟାଉନ: କୋରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଛି । କାମ ଧନ୍ଦା ସବୁ ବନ୍ଦ ହୋଇଯାଇଛି । ଏହାରି ଭିତରେ ହତାଶ ହୋଇ ଜୀବନ ହାରିଲେ ଯୁବକ । ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର ମଲ୍ଳିକାପୁର ଗାଁର ଅକ୍ଷୟ ମହାନ୍ତି ଆଜି ସକାଳେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି । ସେ…