Browsing Tag

lockdown-5.0

ଲକ୍‌ଡାଉନ୍ ୫.୦ : ରାତ୍ରୀ କର୍ଫ୍ୟୁ ହେଲା କୋହଳ, ରାତି ୯ଟାରୁ ସକାଳ ୫ଟା ସବୁ ବନ୍ଦ ରହିବ

ନୂଆଦିଲ୍ଲୀ : ଆସନ୍ତାକାଲି ଶେଷ ହେବ ଲକ୍‌ଡାଉନ୍ ୪.୦ର ଅବଧି । ଏହାପରେ ଆରମ୍ଭ ହେବ ଲକ୍‌ଡାଉନ୍ ୫.୦ । ଯାହା ଜୁନ୍ ୩୦ ତାରିଖ ଯାଏ ରହିବ ବୋଲି ସୂଚନା ମିଳିଛି । ଏହାକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡ୍ ଲାଇନ୍ସ ଜାରି କରିଛନ୍ତି । ଏହି ଗାଇଡ୍ ଲାଇନ୍ସ ଅନୁସାରେ ଆସନ୍ତା ଜୁନ୍ ୮ ତାରିଖରୁ…