Below header
Browsing Tag

Lok Sabha seat

ଭୁବନେଶ୍ବର ଲୋକସଭା ଆସନରେ ହେବ ବିଗ ଫାଇଟ୍, ମୁହାଁମୁହିଁ ହେବେ ଅପରାଜିତା ଓ ମନ୍ମଥ

ଭୁବନେଶ୍ବର (କେନ୍ୟୁଜ): ଏଥର ଭୁବନେଶ୍ବର ଲୋକସଭା ଆସନରେ ହେବ ଅପରାଜିତା ବନାମ ମନ୍ମଥ ରାଉତରାୟ ବିଗ ଫାଇଟ । ବିଜେଡିରୁ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବା ପରେ ଏହାର କଣ ରହିବ ପ୍ରଭାବ ତା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଭୁବନେଶ୍ବର ଲୋକସଭା ନିର୍ବାଚନରେ କଣ…

କଟକ ଲୋକସଭା ଆସନରୁ BJD ପ୍ରାର୍ଥୀ ଭାବେ ଲଢ଼ିବେ ସଂତୃପ୍ତ ମିଶ୍ର, ଚଣ୍ଡିମନ୍ଦିରରୁ ଆଶୀର୍ବାଦ ନେଇ ଆରମ୍ଭ କଲେ ଅଭିଯାନ

କଟକ (କେନ୍ୟୁଜ): ତାଲିକା ଘୋଷଣା ପରେ ବିଜେଡି ପ୍ରାର୍ଥୀଙ୍କ ସଜବାଜ । ୭୨ ବିଧାୟକ ଓ ୧୫ ସାଂସଦ ପ୍ରାର୍ଥୀ ସଜବାଜ ଆରମ୍ଭ କରି ଦେଇଛନ୍ତି। କଟକ ଲୋକସଭା ଆସନରୁ BJD ପ୍ରାର୍ଥୀ ଭାବେ ଲଢ଼ିବେ ସଂତୃପ୍ତ ମିଶ୍ର । ନାଁ ଘୋଷଣା ପରେ ଏହା ମୋ ପାଇଁ ନୂଆ ଯାତ୍ରା ବୋଲି ସଂତୃପ୍ତ କହିଛନ୍ତି । ଚଣ୍ଡି…