Below header
Browsing Tag

looting

ରାଜଧାନୀରେ ମାତିଲେ ଲୁଟେରା, ଦୋକାନ ଭିତରେ ବନ୍ଧୁକ ଦେଖାଇ ଲୁଟିନେଲେ ୫୪ ଗ୍ରାମର ସୁନା

ଭୁବନେଶ୍ୱର (କେନ୍ୟୁଜ): ପାର୍ବଣ ସମୟରେ ରାଜଧାନୀରେ ମାତିଲେ ଲୁଟେରା ।  ଲୁଟି ନେଲେ ୫୪ ଗ୍ରାମର ସୁନା ଓ ବ୍ରେସଲେଟ୍ । ଦୋକାନ ଭିତରେ ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଚେନ ଓ ବ୍ରେସଲେଟ । ପୁରୁଣା ଭୁବନେଶ୍ୱରରେ ଗତକାଲି ରାତିରେ ଘଟିଛି ଏପରି ଘଟଣା । ଲୁଟରେ ଶିକାର ହୋଇଥିବା…

ପୋଲିସ ବେଶ ଧରି ଜାତୀୟ ରାଜପଥରେ ଲୁଟ୍ ଘଟଣା : ଆଜି ରିମାଣ୍ଡରେ ଯିବେ ଲୁଣିଆ ଗ୍ୟାଙ୍ଗର ସଦସ୍ୟ

ଭୁବନେଶ୍ୱର (କେନ୍ୟୁଜ): ନକଲି ପୋଲିସ, ଅସଲି ଲୁଟେରା । ଗାଡ଼ିରେ ନାଲି ବତୀ । ହାତରେ ବନ୍ଧୁକ ସହ ଦେହରେ ଥିଲା ଖାକି ବର୍ଦ୍ଦି । ଜାତୀୟ ରାଜପଥରେ ଯେ କେହି ବି ଏମାନଙ୍କୁ ଦେଖିଲେ କହିବି ଏମାନେ ହେଉଛନ୍ତି ପୋଲିସ । ଆଉ ରାତି ଅଧରେ କରୁଥିଲେ ହାଇୱେ ଚେକିଂ । ଚେକିଂ ନାଁରେ ଲୁଟ ପାଟ କରୁଥିବା…

ଦିନ ଦ୍ବିପ୍ରହରରେ ଲୁଟ୍‌ , ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଆସୁଥିବା ବେଳେ ୩ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା (କେନ୍ୟୁଜ): ରାଉରକେଲାରୁ ଲୁଟ୍‌। ୩ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ରାଉରକେଲା ସିଭିଲ ଟାଉନସିପ୍‌ ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପଲସରରେ ଆସି ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ରଘୁନାଥପାଲ୍ଲୀ ଥାନା…

ଲୁଟ୍ ଅଭିଯୋଗରେ ମାମୁଁ ଓ ଭଣଜାକୁ ବାନ୍ଧିଲା ପୋଲିସ୍, ଗାଡି ଡ଼ିକି ଭାଙ୍ଗି ଲୁଟିଥିଲେ ୨ ଲକ୍ଷ ୪୦ ହଜାର ଟଙ୍କା

ଉଦଳା(କେନ୍ୟୁଜ): ଲୁଟ୍ ଅଭିଯୋଗରେ ରାଇରଙ୍ଗପୁରରୁ ୨ଲୁଟେରାଙ୍କୁ ଗିରଫ କରିଛି ମୟୂରଭଞ୍ଜ କପ୍ତିପଦା ପୋଲିସ୍ । ଦୁଇ ଅଭିଯୁକ୍ତ ସମ୍ପର୍କରେ ମାମୁଁ ଓ ଭଣଜା । ଏମାନେ ହେଲେ ଯାଜପୁରର ଶିବ ପ୍ରଧାନ ଓ ଆସ୍କାର ଏ ଚକ୍ରବର୍ତ୍ତୀ । ଗତ ମଙ୍ଗଳବାର ଉଭୟ କପ୍ତିପଦା ମୁଖ୍ୟ ବଜାରରେ ଗେଣ୍ଡାଗଡିଆ…

କୋରାପୁଟ ଟାଉନ ପୋଲିସ୍ ହାତରେ ଆନ୍ତଃରାଜ୍ୟ ବାଇକ୍ ଲୁଟେରା ଗ୍ୟାଙ୍ଗ, ୯ ଗିରଫ

କୋରାପୁଟ : କୋରାପୁଟ ପୋଲିସ ହାତରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ। ୯ଜଣ ଆନ୍ତଃରାଜ୍ୟ ବାଇକ ଲୁଟେରାଙ୍କୁ ଗିରଫ କରିଛି କୋରାପୁଟ ଟାଉନ ପୋଲିସ। ଓଡ଼ିଶା ସହ ଆନ୍ଧ୍ର ଓ ଛତିଶଗଡ଼ରେ ଏମାନେ ବାଇକ ଚୋରି କରୁଥିଲେ। ସେମାନଙ୍କ ଠାରୁ ୭ଟି ବାଇକ ଜବତ କରାଯାଇଛି। ଗାଡ଼ି ମାଲିକଙ୍କୁ ଚିହ୍ନଟ…