ଯେଉଁଠି ମନ୍ଦାର ଫୁଲ ପଡିଲା ସେହି ସ୍ଥାନରେ ତୋଳା ହେଲା ପ୍ରଭୁ ନୃସିଂହଙ୍କ ମନ୍ଦିର
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ନୃସିଂହ ଠାକୁରଙ୍କ ମନ୍ଦିର । ପ୍ରଭୁ ନୃସିଂହ ହେଉଛନ୍ତି ବିଶ୍ୱାସ ଓ ଭକ୍ତିର ଠାକୁର । ତେଣୁ ଏହି ଗାଁରେ ବହୁତ ବର୍ଷ ହେଲା ହୋଇଆସୁଛି ପ୍ରହ୍ଲାଦ ନାଟକ । ପ୍ରାୟ ପଚାଶ ବର୍ଷ ତଳର କଥା ନାଟକ ପରିବେଷଣ କରି ଆସିବା ପରେ ନୃସିଂହ ଠାକୁରଙ୍କ…