ସମ୍ପର୍କ ନଷ୍ଟ କରେ ଏହି ୪ ଟି କଥା, ଝିଅ ଯାଆନ୍ତି ଦୁରେଇ
ସବୁ ସମ୍ପର୍କରେ ଜଣେ ଅନ୍ୟ ଜଣକୁ ଠିକ ଭାବରେ ଜାଣିବା ଏବଂ ବୁଝିବା ଜରୁରୀ ହୋଇଥାଏ | ପ୍ରାୟତଃ ଆରମ୍ଭ ଦିନମାନଙ୍କରେ ସବୁ କିଛି ଠିକ ଠାକ ଚାଲିଥାଏ | କିନ୍ତୁ ଧୀରେ ଧୀରେ ପୁଅ ମାନଙ୍କର କିଛି ଖରାପ ଅଭ୍ୟାସ କାରଣରୁ ଗାର୍ଲଫ୍ରେଣ୍ଡ ତାଙ୍କଠାରୁ ସମ୍ପର୍କ କାଟିବାକୁ ଭଲ ଭାବିଥାଏ | ଯଦି ଆପଣ…