Browsing Tag

love sonia

ଆପଣ ଏହି ଖବର ପଢିସାରିବା ବେଳକୁ ଭାରତରୁ ଗୋଟିଏ ଯୁବତୀ ଗାୟବ ହୋଇଯାଇଥିବ

ଭାରତରେ ପ୍ରତିଦିନ ୨୭୦ ଯୁବତୀ ଗାୟବ ହେଇଯାଉଛନ୍ତି । କୁଆଡେ ଯାଉଛନ୍ତି ଏମାନେ ? ଠିକ୍ ଅନୁମାନ କରିଛନ୍ତି ଆପଣ । ଅଧିକାଂଶ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଯାଉଛି । ସେମାନଙ୍କୁ ଦେହଜୀବୀ ବନାଇ ଦିଆଯାଉଛି , ନିଜ ଇଛାରେ ବନୁ ନାହାଁନ୍ତି । ଆଉ ଏଥିପାଇଁ ସେମାନଙ୍କୁ ଗାୟବ…