Browsing Tag

low grade medical treatment

ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ, ପ୍ରତିବାଦ ସହ ମେଡିକାଲରେ ତାଲା ପକାଇଲେ ଲୋକେ

ମହାକାଳପଡା(କେନ୍ଯୁଜ୍) :  ମେଡିକାଲ ବାହାରେ ମିଳୁଛି ମାଗଣା ସରକାରୀ ଔଷଧ । ଏଭଳି ଅଭିଯୋଗ ଆସିଛି ମହାକାଳପଡା ବ୍ଳକ ତିଖିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଏଠାକୁ ଆସୁଥିବା ରୋଗୀମାନେ ସେବା ପାଇପାରୁ ନାହାନ୍ତି । ସରକାରୀ ଔଷଧ ଗୁଡିକ ରୋଗୀଙ୍କୁ ନଦେଇ ଏକ୍ସପାରୀ ଡେଟ୍‌ ଥିବା ଔଷଧ…