Browsing Tag

lunching

iPhoneର ଦାମ ୫ କୋଟି, ହୀରା ଓ ସୁନାରେ ପସ୍ତୁତ ହୋଇଛି ଫୋନ

ବର୍ତ୍ତମାନ ସମୟରେ ଆପଲର ଲାଟେଷ୍ଟ ମଡେଲ iPhone 14 Pro Max ଲୋକଙ୍କ ପ୍ରଥମ ପସନ୍ଦ ଥିବାବେଳେ ମାର୍କେଟରେ ଏହାର ମୂଲ୍ୟ 1,27,999 ଟଙ୍କା ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ iPhone ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ୫ କୋଟି ଟଙ୍କା । iPhone 14 Pro Max ର ଡାଇମଣ୍ଡ…

ତ୍ରୁଟିକୁ ସୁଧାରିଛି ଇସ୍ରୋ, ଚନ୍ଦ୍ରୟାନ-୨ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍‌

ଚନ୍ଦ୍ରୟାନ-୨ ଅଭିଯାନ ପାଇଁ ପ୍ରସ୍ତୁତି ସରିଛି। ଆରମ୍ଭ ହୋଇ ସାରିଛି ୨୦ ଘଣ୍ଟିଆ କାଉଣ୍ଟ ଡାଉନ୍‌। କାଲି ରାତିରେ ସଫଳତାପୂର୍ଣ୍ଣ ଭାବେ ସରିଛି ଆବଶ୍ୟକ ଲଞ୍ଚ ରିହରସଲ। ପ୍ରଥମ ଉଦ୍ୟମ ବେଳେ, ଯେଉଁ ତ୍ରୁଟି ଦେଖା ଦେଇଥିଲା ସେଥିରେ ସୁଧାର ଅଣାଯାଇଥିବା ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ…

DRDOକୁ ଆଉ ଏକ ବଡ଼ ସଫଳତା, ପ୍ରଥମ ଥର ପାଇଁ କଲା HSTD ଉଡାଣର ସଫଳ ପରୀକ୍ଷଣ

ବାଲେଶ୍ୱର ଆଇଟିଆରର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ହାଇପରସୋନିକ୍‌ ଟେକ୍‌ନୋଲଜି ଡେମନଷ୍ଟ୍ରେଟିଭ୍‌ ଭେହିକଲର ସଫଳ ପରୀକ୍ଷଣ କରାଯାଇଛି । ଏହି HSTD ଭେହିକିଲ୍‌କୁ ୨୦୦୪ ମସିହାରେ ପ୍ରସ୍ତୁତ କରାଯାଇଥିଲା । ୨୦୧୭ ମସିହାରେ ପରୀକ୍ଷାଗାର ମଧ୍ୟ ଦୁଇ ଥର ସଫଳତାର ସହ ପରୀକ୍ଷଣ କରାଯାଇଛି । ହେଲେ…