Browsing Tag

luxury house

୨୭୦ ବର୍ଗଫୁଟର ସ୍କୁଲ ବସ, ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ବନାଇ ଦେଲେ ବିଳାସପୂର୍ଣ୍ଣ ଘର! ରହିଛି ଆଖି ଖୋସି ହେଲା ଭଳି…

ପାଖାପାଖି ୨୭୦ ବର୍ଗଫୁଟର ସ୍କୁଲ ବସକୁ ଏକ ବିଳାସପୂର୍ଣ୍ଣ ଘରରେ ପରିଣତ କରିଛନ୍ତି ଜଣେ ବ୍ୟକ୍ତି। ଆଉ ଏଥିପାଇଁ ସେ ଖର୍ଚ୍ଚ କରିଛନ୍ତି ୩୫ ହଜାର ଡଲାର ଅର୍ଥାତ ୨୫ ଲକ୍ଷ ଟଙ୍କାରୁ ଅଧିକ ଅର୍ଥରାଶି। ଏହି ବିଳାସପୂର୍ଣ୍ଣ ବସ ଭିତରେ ରହୁଛନ୍ତି ଜେଫ ନାମକ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଏନା…