Below header
Browsing Tag

maa harachandi

କରୋନା କଟକଣା ଯୋଗୁଁ ଫିକା ପଡ଼ିଛି ମା ହରଚଣ୍ଡିଙ୍କ ଜଗଦ୍ଧାତ୍ରୀ ବେଶ

ନିଶ୍ଚିନ୍ତକୋଇଲି (କେ ନ୍ୟୁଜ): ଫିକା ପଡ଼ିଛି ମା ହରଚଣ୍ଡିଙ୍କ ଜଗଦ୍ଧାତ୍ରୀ ବେଶ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତରତ ସ୍ଥିତ ଶକ୍ତି ପୀଠ ମା ହରଚଣ୍ଡିଙ୍କ ଆଜି ଜଗଦ୍ଧାତ୍ରୀ ବେଶ । ପହଲୀ ରଜ ଠାରୁ ବସୁମତି ସ୍ନାନ ପର୍ଯ୍ୟନ୍ତ ୪ ଦିନ ଧରି ମାଙ୍କ ବିଭିନ୍ନ ବେଶ କରାଯାଇଥଏ । ହଜାର ହଜାର…