କରୋନା କଟକଣା ଯୋଗୁଁ ଫିକା ପଡ଼ିଛି ମା ହରଚଣ୍ଡିଙ୍କ ଜଗଦ୍ଧାତ୍ରୀ ବେଶ

ନିଶ୍ଚିନ୍ତକୋଇଲି (କେ ନ୍ୟୁଜ): ଫିକା ପଡ଼ିଛି ମା ହରଚଣ୍ଡିଙ୍କ ଜଗଦ୍ଧାତ୍ରୀ ବେଶ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତରତ ସ୍ଥିତ ଶକ୍ତି ପୀଠ ମା ହରଚଣ୍ଡିଙ୍କ ଆଜି ଜଗଦ୍ଧାତ୍ରୀ ବେଶ । ପହଲୀ ରଜ ଠାରୁ ବସୁମତି ସ୍ନାନ ପର୍ଯ୍ୟନ୍ତ ୪ ଦିନ ଧରି ମାଙ୍କ ବିଭିନ୍ନ ବେଶ କରାଯାଇଥଏ । ହଜାର ହଜାର ଭକ୍ତଙ୍କ ଭିଡ

ସହ ଉଠା ଦୋକାନୀଙ୍କ ପସରା ମେଲିଥାଏ । ହେଲେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ସୀମିତ ଭକ୍ତଙ୍କ ଓ ସେବାୟତଙ୍କ ଦ୍ୱାରା ଚାଲିଛି ପୂଜାର୍ଚ୍ଚନା । ଏନେଇ ସୂଚନା ଦେଉଛନ୍ତି ଆମ ରିପୋର୍ଟର ଅର୍ଜୁନ ସାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.