Below header
Browsing Tag

madhubabu pension yojana

ବଢିଲା ମଧୁବାବୁ ପେନସନ୍ ଯୋଜନା କଳେବର, ସାମିଲ ହେଲେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀ

ଭୁବନେଶ୍ବର: ବଢିଲା ମଧୁବାବୁ ପେନସନ୍ ଯୋଜନା କଳେବର। ସାମିଲ ହେଲେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀ । ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଛି । ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ।…

ଭଦ୍ରକ ଜିଲ୍ଲାରେ ପ୍ରଥମ କରି କିନ୍ନରଙ୍କୁ ମଧୁବାବୁ ପେନସନ୍‌ ପ୍ରଦାନ

ଭଦ୍ରକ(କେନ୍ୟୁଜ୍‌): ଭଦ୍ରକ ଜିଲ୍ଲାରେ ପ୍ରଥମ କରି କିନ୍ନରମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କିନ୍ନରମାନଙ୍କୁ ଚୟନ କରାଯିବା ପରେ ସେମାନଙ୍କୁ ଏହି ଭତ୍ତା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଦୀର୍ଘ ଦିନ ହେବ…

ଏବେ କିନ୍ନରଙ୍କୁ ମିଳିବ ସମସ୍ତ ସରକାରୀ ସୁବିଧା, ମଧୁବାବୁ ପେନ୍‌ସନ୍‌ ଯୋଜନାରେ ହେଲେ ସାମିଲ

କେନ୍ୟୁଜ ବ୍ୟୁରୋ : ମଧୁବାବୁ ପେନ୍‌ସନ୍‌ ଯୋଜନାରେ କିନ୍ନରଙ୍କୁ ସାମିଲ କରାଯାଇଛି । ଏଥିସହ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଯୋଗାଇ ଦେବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ୨୦୧୯ ସାଧାରଣ ନିର୍ବାଚନରେ କିନ୍ନରଙ୍କ ବିକାଶ ଲାଗି ବିଜେଡି ଦେଇଥିବା ପ୍ରତିଶ୍ରୁତି ଗୋଟିଏ ପରେ…