Browsing Tag

madhusudan law collage

କଟକ:ବିଶ୍ୱବିଦ୍ୟାଳୟ ହେବ ମଧୁସୂଦନ ଆଇନ ମହାବିଦ୍ୟାଳୟ, ପ୍ରଥମ କୁଳପତି ଭାବେ ପ୍ରଫେସର କମଲ ଜିତ୍‌ ସିଂଙ୍କୁ ମିଳିଲା…

କଟକ(କେନ୍ୟୁଜ୍):  ଆସନ୍ତା ୨୮ ତାରିଖରୁ ବିଶ୍ୱବିଦ୍ୟାଳୟରେ ପରିଣତ ହେବ କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ । ମଧୁସୂଦନ ଲ' ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର କମଲ ଜିତ୍‌ ସିଂଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି…

କଟକ: ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ, ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

କଟକ(କେନ୍ୟୁଜ୍): କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ ଆସନ୍ତା ୨୮ ତାରିଖରୁ ବିଶ୍ୱବିଦ୍ୟାଳୟରେ ପରିଣତ ହେବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୨୮ ତାରିଖରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହେବାକୁ ଥିବାବେଳେ ସେହିଦିନ ଠାରୁ ଏହି କଲେଜ…