Browsing Tag

madurai restaurant

କରୋନା ସଚେତନତା କରିବା ପାଇଁ ଦୋକାନୀ ଆପଣାଇଲେ ଏଭଳି ଉପାୟ, ପ୍ରସ୍ତୁତ କଲେ ‘କରୋନା ପରଟା, କରୋନା ବରା ତଥା ସନ୍ଦେଶ’

ତାମିଲନାଡୁର ମଦୁରାଇ ସହରରେ ପରଟା ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଏବେ ଏଠାକାର ଏକ ରେଷ୍ଟୁରାଣ୍ଟରେ କରୋନା ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଦେଖାଯାଇଛି। ଟେମ୍ପଲ ସିଟି ରେଷ୍ଟୁରାଣ୍ଟର ମାଲିକ କେ. ଏଲ୍‌, କୁମାର କରୋନା ଭାଇରସ ଠାରୁ ଦୂରେଇ ରହିବାକୁ ଲୋକଙ୍କ ମଧ୍ୟରେ ସଚେତନତା…