Browsing Tag

maggi noodles shoes

ଖାଇବା ବଦଳରେ ଏବେ ପିନ୍ଧନ୍ତୁ ‘‘ମ୍ୟାଗି ଚପଲ’’

ମ୍ୟାଗି ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଖୁସି ଝଲସି ଉଠେ। ଖାସ୍‌ କରି ଘରଠାରୁ ଦୂରରେ ରହୁଥିବା ପିଲାଙ୍କ ରାତି ଅଧର ସାଥୀ ହେଉଛି ମ୍ୟାଗି। ରାତି ୧୨ଟା ହେଉ କି ୨ଟା, ଭୋକ ଲାଗିଲା ମାତ୍ରକେ ମନେ ପଡ଼େ ମ୍ୟାଗି। ଶସ୍ତା, ସୁନ୍ଦର, ମଜଭୁତ ହୋଇଥିବାରୁ ସବୁ ପିଲାଙ୍କୁ ମ୍ୟାଗି ଖୁବ୍‌…