Browsing Tag

mahakaleswar temple

ଆସ ବୁଲିଯିବା ଗଂଜାମ ଜିଲ୍ଲାର ମହାକାଳେଶ୍ବର ମନ୍ଦିର, ମାମୁଁ ଭଣଜା ପାହାଡରେ ପୂଜା ପାଉଛନ୍ତି ଶିବ ଲିଙ୍ଗ

ଗଂଜାମ(କେନ୍ଯୁଜ୍) : ଗଂଜାମ ଜିଲ୍ଲା ଦିଗପହଣ୍ଡିରୁ ଗଲା ବେଳେ ମଦନମୋହନପୁର ଗାଁ ପରେ ଡାହାଣ ପଟ ରାସ୍ତାରେ ଦେଖିବାକୁ ମିଳିବ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦୃଶ୍ୟ । ରାଜ୍ୟ ରାଜପଥ ଠାରୁ ଗୋଟିଏ ମାଟି ରାସ୍ତାରେ ଯିବାକୁ ହେବ । ଗଲା ପରେ ଦେଖିବେ ଏକ ପାହାଡ ଉପରେ ସୁନ୍ଦର ମନ୍ଦିରଟିଏ ।…