Browsing Tag

MAHAKHALA PUJA IN SUBARNAPUR

ସୁବର୍ଣ୍ଣପୁର କାନପୁରର ମା’ ମାହେଶ୍ୱରୀ ପୀଠରେ ମହାଖଳା ପୂଜା

ସୋନପୁର (କେନ୍ୟୁଜ୍) : ସୁବର୍ଣ୍ଣପୁର ଜିଲ୍ଳା କାନପୁର ଗାଁରେ ରହିଛି ମା ମାହେଶ୍ୱରୀଙ୍କ ପୀଠ । ଏହି ପୀଠରେ କୁମାର ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଛି ମହାଖଳା ପୂଜା । ରାଜା ରାଜୁଡା ଅମଳରୁ ଏଠାରେ ପଞ୍ଚଦେବୀ ପରମେଶ୍ୱରୀ, ନାରାୟଣୀ, ଚାମୁଣ୍ଡା, ନରଘଣ୍ଟା ଓ ଖମ୍ବେଶ୍ୱରୀ ଦେବୀ ପୂଜା ପାଇ…