Browsing Tag

mahaprayana

ଅନୁଗୁଳ: ବାଃରେ ବ୍ୟବସ୍ଥା, କେଉଁଠି ଶବକୁ ମିଳୁନି ମହାପ୍ରୟାଣ, କେଉଁଠି ବୁହାଚାଲୁଛି ପନିପରିବା

ଅନୁଗୁଳ(କେନ୍ୟୁଜ୍):  ଶବକୁ ସମ୍ମାନ ଦେବାକୁ ସରକାର ଶବବୁହା ଗାଡ଼ି ‘ମହାପ୍ରୟାଣ’ର ବ୍ୟବସ୍ଥା କରିଛନ୍ତି। କିନ୍ତୁ  ଦୁଭର୍ଭାଗ୍ୟର କଥା ଏହି ଗାଡିରେ ବୁହା ଚାଲିଛି ପରିବା। ସୋସିଆଲ ମିଡିଆରେ ଏବେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଦୃଶ୍ୟଟି  ଅନୁଗୁଳ ଜିଲ୍ଲାର ବୋଲି ଜଣା ପଡିଛି। ଫଟୋରେ…